The Ultimate Managed Hosting Platform
ADVERTISEMENT

ଜୁନିଅର ମେହମୁଦଙ୍କ ପରଲୋକ

Facebook
Twitter
LinkedIn

ନୁଆଦିଲ୍ଲୀ : ଭେଟେରାନ୍ ବଲିଉଡ ଅଭିନେତା ଜୁନିଅର ମେହମୁଦଙ୍କ ପରଲୋକ ।କ୍ୟାନସରରେ ଆକ୍ରାନ୍ତ ଜୁନିଅର ମେହମୁଦଙ୍କ ୬୭ ବୟସରେ ପରଲୋକ । ୬୦ ଓ ୭୦ ଦଶକର ଚର୍ଚ୍ଚିତ ଶିଶୁ କଳାକାର ଜୁନିଅର ମେହମୁଦ ।ସେ ୪ ଦଶନ୍ଧିର କ୍ୟାରିଅରରେ ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।


ସୂଚନା ଅନୁଯାୟୀ ଜୁନିୟର ମେହମୁଦଙ୍କ ହଠାତ୍ ଓଜନ ହ୍ରାସ ହେବାକୁ ଲାଗିଲା। ଯାହା ପରେ ତାଙ୍କର ପରୀକ୍ଷା କରାଯାଇଥିଲା ଏବଂ ନଭେମ୍ବରରେ ତାଙ୍କର କର୍କଟ ରୋଗ ଚିହ୍ନଟ ହୋଇଥିଲା । ଏନେଇ ତାଙ୍କର ଘନିଷ୍ଠ ବନ୍ଧୁ ସଲାମ କାଜୀ ସୂଚନା ଦେଇଥିଲେ । ଯେତେବେଳେ ଡାକ୍ତରୀ ରିପୋର୍ଟ ଆସିଲା ସେତେବେଳେ କୁହାଯାଇଥିଲା ଯେ କର୍କଟ ରୋଗ ହୋଇଛି। ଯକୃତ ଏବଂ ଫୁସଫୁସରେ କ୍ୟାନସର ହେବା ସହ ଜଣ୍ଡିସରେ ମଧ୍ୟ ପୀଡିତ ଥିଲେ ବୋଲି ଡାକ୍ତରମାନେ କହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login