
ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସାହୁପଡ଼ା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଵାଲିପଡା ଗ୍ରାମ ରେ ଥିବା ଅଙ୍ଗନୱାଡି ସେଣ୍ଟର ରେ ଥିବା କର୍ମୀ ପ୍ରତିଦିନ କ୍ଲlସ କରିବାକୁ ଆସନ୍ତୀ ନାହିଁ,ସେଥୀରେ ଥୀବା ସହାୟିକା ପିଲା ଙ୍କୁ ପାଠ ପଢ଼ାନ୍ତି ଯିଏ କି ନିଜେ ଶିକ୍ଷିତ ନୁଁହନ୍ତି ସେଣ୍ଟର କୁ ଆସୁଥିବା ଅଣ୍ଡା ରେ ମଧ୍ୟ ନିଜେ କର୍ମୀ ହେଲଫର କରୁଛନ୍ତି 12ଟି ଅଣ୍ଡା ପରିଵର୍ତମହାଶୟେ 10ଟି ଦଉଛନ୍ତି! ଏ ବିଷୟରେ ଉଚ୍ଚ ପଦସ୍ତ ଅଧିକରି ମାନଙ୍କୁ ଜଣାଇଲେ ପରେ ବି ତାହାର ସୁଫଳ ମିଳିଲା ନାହିଁ ଏହି ବିଷୟରେ ବସ୍ତୁ ଉପରେ ପୂର୍ବରୁ କିଛି ବିସୁଆଲ ଆପଣଙ୍କ ନିକଟ କୁ ପଠା ଯାଇ ଥିଲା କିନ୍ତୁ ଆପଣ ଏହାର ତଦାରଖ କଲେ ନାହିଁ!
Views: 253