ଅନୁଗୁଳ : ଜିନ୍ଦଲ ଷ୍ଟିଲ କାରଖାନାରେ ଅଘଟଣ । କାରଖାନାରେ ଗ୍ୟାସ ବିସ୍ଫୋରଣ ଯୋଗୁଁ ୯ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଜିନ୍ଦଲ MSPର HTC ସାଇଟର ପ୍ଲେଟ ମିଲରେ ଗ୍ୟାସ ଲିକ୍ ହୋଇ ବିସ୍ଫୋରଣ ହୋଇଛି । ଘଟଣାରେ ୯ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । କାମ କରୁଥିବା ବେଳେ ବିସ୍ଫୋରଣ ଘଟିଛି । ଗୁରୁତରଙ୍କୁ କଟକର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Views: 36