କରଞ୍ଜିଆ : ବିଦୁତ ଖୁଣ୍ଟରେ ଚଢି ଜିଆନ୍ତା ଜଳିଗଲେ ଯୁବକ । ରରୁଆଁ ଥାନା ସିଙ୍ଗଡା ବଡବିଲ ଗାଁରେ ଅଭାବନୀୟ ଘଟଣା । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ । କଣ ପାଇଁ ଯୁବକ ଜଣଙ୍କ ଖୁଣ୍ଟରେ ଚଢିଥିଲେ ଜଣାପଡି ନାହିଁ । ମୃତ ଯୁବକ ହେଉଛନ୍ତି ନରହରି ମହାନ୍ତ । ଘଟଣାସ୍ଥଳରେ ରରୁଆଁ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
Views: 61