The Ultimate Managed Hosting Platform
ADVERTISEMENT

ଜଳୁଛି ଶିମିଳିପାଳ ଜଙ୍ଗଲ, ନିଆଁ ଲିଭାଇବାକୁ ନାକେଦମ ବନ କର୍ମଚାରୀ

Facebook
Twitter
LinkedIn

ଭୁବନେଶ୍ୱର : ଜଳୁଛି ଶିମିଳିପାଳ ଜଙ୍ଗଲ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଙ୍ଗଲରେ ଲାଗିଛି ନିଆଁ । ଶିମିଳିପାଳ ଉତ୍ତର ଜୋନ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ୧୩ ଟି ସ୍ଥାନରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଫାୟାର ସ୍କୋଡ୍, ବନ କର୍ମଚାରୀ ପହଂଚି ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି ରଖିଛନ୍ତିି । ରାଜ୍ୟରେ ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ ପାର କରିଥିବା ବେଳେ ହିଟ୍ୱେଭ ଦେଖିବାକୁ ମିଳିଛି । ଖରାରେ ଗଛପତ୍ର ଶୁଖିଯାଉଛି । ତେବେ ଜଙ୍ଗଲରେ କିପରି ନିଆଁ ଲାଗିଲା ତାହା ଉପରେ ଛାନଭିନ କରୁଛି ବନ ବିଭାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login