The Ultimate Managed Hosting Platform
ADVERTISEMENT

ଜଳିଗଲା ଭୋଗ ଦୋକାନ

Facebook
Twitter
LinkedIn

ଆନନ୍ଦପୁର : ନିଆଁ ଲାଗି ଜଳିଗଲା ୧୦ରୁ ଅଧିକ ଭୋଗ ଦୋକାନ । ଘଟଗାଁ ମା ତାରିଣୀ ମନ୍ଦିର ନିକଟ ଭୋଗ ଦୋକାନରେ ନିଆଁ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଭୋଗ ସାମଗ୍ରୀ ପୋଡି ନଷ୍ଟ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁ ଆୟତ୍ତ କଲା ଅଗ୍ନିଶମବାହିନୀ । ମନ୍ଦିରର ୨ ନମ୍ବର ଗେଟ୍ ନିକଟରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । କିଛିମାସ ପୂର୍ବରୁ ୩ ନମ୍ବର ଗେଟ୍ ସମ୍ମୁଖ ଭୋଗ ଦୋକାନରେ ନିଆଁ ଲାଗିଥିଲା । ସେହିପରି ଗତକାଲି କଟକ ପିଠାପୁର ସ୍ଥିତ ଏକ କପଡା ଦୋକାନରେ ଅଗ୍ନିକାଣ୍ଡ ହୋଇଥିଲା। ପ୍ରାଥମିକ ତଦନ୍ତରୁ ସଟ ସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login