The Ultimate Managed Hosting Platform
ADVERTISEMENT

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ଜଣେ ଯବାନ ଆହତ

Facebook
Twitter
LinkedIn

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ପୁଞ୍ଛରେ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୋମବାର ରାତିରେ ସୁରନକୋଟର ଲସାନା ଗାଁରେ ଏନକାଉଣ୍ଟର । ଜମ୍ମୁ କଶ୍ମୀର ପୁଞ୍ଛରେ ଭାରତୀୟ ସେନାର ଅପରେସନ୍ ‘ଲାସାନା’ ଜରିଆରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।ସୀମାରୁ ଆତଙ୍କୀ କାର୍ୟ୍ୟକଳାପ ମୂଳପୋଛ କରିବାକୁ କୁମ୍ବିଂ ଅପରେସନ୍ ଜୋରଦାର ହୋଇଛି । ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୋଲିସର ମିଳିତରେ ଅପରେସନ ‘ଲାସାନା’ ଜୋରଦାର ହୋଇଛି । ସୋମବାର ମଧ୍ୟରାତିରେ ପୁଞ୍ଛର ସୁରାନକୋଟ ଲାସାନା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login