ସମ୍ବଲପୁର : ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ପଡିଆବାହାଲ ରେଂଜ ଛାମୁଣ୍ଡା ସେକ୍ସନ ଜାମଲୋଇ ଗାଁରେ ଅଘଟଣ । ଗାଁରେ ହାତୀ ଘଉଡାଇବା ବେଳେ ଦଳି ମାରିଲା ହାତୀ । ମୃତକ ହେଲେ ଜାମଲୋଇ ଗାଁର ପୂର୍ଣ୍ଣଚନ୍ଦ୍ର ଦେହୁରି । ଗତକାଲି ରାତିରେ ଗ୍ରାମବାସୀ ହାତୀ ଘଉଡାଇବାକୁ ବାହାରିଥିଲେ । ହାତୀ ପଲଙ୍କୁ ଘଉଡାଇବା ପରେ ସମସ୍ତେ ଫେରି ଆସିଥିଲେ । ହେଲେ ପୂର୍ଣ୍ଣୃ ଫେରି ନ ଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ନୁଆଁବନ୍ଧ ନିକଟରେ ପଡିଥିବା ସ୍ତାନୀୟ ଲୋକ ଦେଖିଥିଲେ । ପରେ ବନ ବିଭାଗକୁ ଖବର ଦେଇଥିଲେ ।
Views: 22