The Ultimate Managed Hosting Platform
ADVERTISEMENT

ଆଜି ଭାଙ୍ଗିବନି ଶ୍ରୀବୈକୁଣ୍ଠ ଧାମ ଆଶ୍ରମ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ବାଙ୍ଗିବନି ଶ୍ରୀବୈକୁଣ୍ଟଧାମ ଆଶ୍ରମ । ଆଶ୍ରମ ଉଚ୍ଛେଦ ଉପରେ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ । ଆସନ୍ତା ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଆଶ୍ରମ ଉଚ୍ଛେଦ ଉପରେ ଲାଗିଛି ରହିତାଦେଶ । ଆଶ୍ରମ ଭଙ୍ଗା ଯିବା ନେଇ ବିଡିଏର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ୍ୟ ହୋଇଥିଲେ ଆଶ୍ରମ କର୍ତ୍ତୁପକ୍ଷ । ଆବେଦନକୁ ଗ୍ରହଣ କରି ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ । ଏହି ନିଦେ୍ର୍ଦଶ ପରେ ଆଶ୍ରମ ଭଙ୍ଗା ଯିବନି ବୋଲି ସ୍ପଷ୍ଟ କରିଛି ବିଡିଏ । କୋର୍ଟଙ୍କ ରହିତାଦେଶ ପରେ ଧର୍ମର ଜୟ ହୋଇଛି ବୋଲି କହିଛନ୍ତି ବାବାଙ୍କ ସମର୍ଥକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login