The Ultimate Managed Hosting Platform
ADVERTISEMENT

ଜଙ୍ଗଲରେ ହାତୀକୁ ବୋମା ମାଡ, ଶୁଣ୍ଢରେ ଲାଗିଛି ଗଭୀର କ୍ଷତ

Facebook
Twitter
LinkedIn

ସୁନ୍ଦରଗଡ : ହାତୀକୁ ବୋମାମାଡ଼ । ଦନ୍ତା ହାତୀକୁ ବୋମାମାଡ଼ ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଉଜ୍ଜ୍ବଳପୁର ଫରେଷ୍ଟ ରେଞ୍ଜ କରୁଆ ବାହାଲ ଜଙ୍ଗଲରେ ବୋମାମାଡ଼ ହୋଇଛି । ହାତୀ ଶୁଣ୍ଢରେ ବାଜିଛି ବୋମା । ଗୁରୁତର ଅବସ୍ଥାରେ ଜଙ୍ଗଲରେ ଛଟପଟ ହେଉଛି ଅସୁସ୍ଥ ଦନ୍ତା । ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଅନୁମାନ କରାଯାଉଛି ୭ରୁ ୮ ଦିନ ପୂର୍ବରୁ ଲାଗିଥିଲା ଆଘାତ କିନ୍ତୁ ଚିକିତ୍ସା କରାଯାଇନଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login