ପଟ୍ଟାମୁଣ୍ଡାଇ : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ । ମନ୍ମଥନାଥ ହାଇସ୍କୁଲରୁ ପରୀକ୍ଷା ସାରି ଫେରିବା ବେଳେ ଅପହରଣ ଉଦ୍ୟମ । କାରରେ ଉଠାଇ ନେବା ବେଳେ ଦୁର୍ବୃତ୍ତଙ୍କ ସହ ଛାତ୍ରୀଙ୍କ ଧସ୍ତାଧସ୍ତି । ଦୁର୍ବୃତ୍ତଙ୍କ କବଳରୁ ମୁକୁଳିବା ବେଳେ ଛାତ୍ରୀଙ୍କୁ ବ୍ଲେଡ ମାଡ । ବ୍ଲେଡ ମାଡରେ ଛାତ୍ରୀ ଗୁରୁତର , ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ଭର୍ତ୍ତି ।
Views: 112