The Ultimate Managed Hosting Platform
ADVERTISEMENT

ଛତିଶଗଡ ସୁକମାରେ ଏନକାଉଣ୍ଟର, ଟଳିପଡିଲେ ୨ ନକ୍ସଲ

Facebook
Twitter
LinkedIn

ଛତିଶଗଡ : ଛତିଶଗଡ଼ର ସୁକୁମାରେ ହୋଇଛି ଏନକାଉଣ୍ଟର । ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବାହିନୀର କାର୍ୟ୍ୟାନୁଷ୍ଠାନ ଜାରି ରହିଛି । ଆଜି ସକାଳଠାରୁ ସୁକମା ଜିଲ୍ଲାରେ ଏନକାଉଣ୍ଟର ଚାଲିଛି । ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମୃତଦେହ ଜବତ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଜିଲ୍ଲାର କିଷ୍ଟାରାମ ଥାନା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଡିଆରଜି ଏବଂ କୋବ୍ରା ବାଟାଲିୟନର ଏକ ମିଳିତ ଦଳ ସନ୍ଧାନ ପାଇଁ ବାହାରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login