ବାଲେଶ୍ବର : ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଖନ୍ତା ପଡ଼ା ନିକଟରେ ଚଳନ୍ତା ସ୍କର୍ପିଓ ଜଳିଗଲା। ସ୍କର୍ପିଓରେ ଡ୍ରାଇଭର ସମେତ ଦୁଇ ଜଣ ଥିଲେ । ଭ୍ୟାନ ଝରକା ଭାଙ୍ଗି ଅଳ୍ପକେ ବର୍ତ୍ତିଯାଇଛନ୍ତି ୩ ଜଣ । ସୂଚନାଯୋଗ୍ୟ ଯେ ଆଜି ଅପରାହ୍ନ ୧୨ ଟା ୪୫ ବେଳେ ନିଆଁ ଲାଗିଥିଲା । ସ୍କର୍ପିଓ ଟି ବାଲେଶ୍ଵରରୁ ଭଦ୍ରକକୁ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି ତେବେ ଘଟଣାସ୍ଥଳରେ ବାହାନଗା ବ୍ଲକ୍ ଷଠି ରୁ ଏକ ଦାମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି ।
Views: 72