The Ultimate Managed Hosting Platform
ADVERTISEMENT

ଚମୋଲିରେ ହିମସ୍ଖଳନ ଘଟଣା, ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ, ଫସିଛନ୍ତି ୮ ଶ୍ରମିକ

Facebook
Twitter
LinkedIn

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଚମୋଲିରେ ହିମସ୍ଖଳନ ହୋଇଥିବାର ୨୪ ଘଣ୍ଟାରୁ ଅଧିକ ସମୟ ହୋଇଗଲାଣି । ଏବେ ବି ୮ ଜଣ ଶ୍ରମିକ ଫସି ରହିଛନ୍ତି । ୪୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେଠାରେ ମୋଟ ୫୭ ଜଣ ଶ୍ରମିକ କାମ କରୁଥିଲେ । ଯେଉଁଥିରୁ ଦୁଇ ଜଣ ଛୁଟିରେ ଥିଲେ। ସେମାନେ ସମସ୍ତେ ହିମସ୍ଖଳନର ଶିକାର ହୋଇଥିଲେ । ଯଦିଓ ୪୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି, ତଥାପି ୮ ଜଣ ଫସି ରହିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍ଧାର କାର୍ୟ୍ୟ ବିଷୟରେ ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ କଥା ହୋଇଥିଲେ । ଅନ୍ୟ୧୪ ଜଣ ଶ୍ରମିକଙ୍କୁ ମଧ୍ୟ ସୁରକ୍ଷିତ ଭାବରେ ବାହାର କରାଯାଇଛି । ଶ୍ରମିକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି । ଗୁରୁତର ଆହତ ତିନି ଜଣ ଶ୍ରମିକଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login