The Ultimate Managed Hosting Platform
ADVERTISEMENT

ଘର ଭିତରେ ଗଳିତ ମୃତଦେହ

Facebook
Twitter
LinkedIn

ବଲାଙ୍ଗୀର : ବନ୍ଦ ଘର ଭିତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଟାଉନ ଥାନା ସାଲେପାଲିର ଏକ ଘର ଭିତରୁ ଉଦ୍ଧାର । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ବାହାର କଲା ପୋଲିସ । କିଛି ଦିନ ତଳେ ବାପା ମାଆଙ୍କୁ ମାଡ ମାରି ଆହତ କରିଥିଲା । ଆହତ ବାପା ମାଆ ବୁର୍ଲାରେ ଚିକିତ୍ସାଧୀନ । ଏପଟେ ପୁଅ ମୃତ ।

ସିଡିପିଓ ଓ କିରାଣି ଗିରଫ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login