ନାରାୟଣପାଟଣା : ଲାଞ୍ଚ ନେଇ ଧରାପଡିଲେ ସିଡିପିଓ ଓ କିରାଣି । ବନ୍ଧୁଗାଁ ବ୍ଲକ ନମିତାରାଣୀ ପଲ୍ , କିରାଣି ଅଶ୍ୱିନୀ ପ୍ରଧାନ ଗିରଫ । ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭଇଜିଲାନ୍ସ ହାତରେ ଧରାପଡିଲେ । ପୋଷ୍ଟିଂ ପାଇଁ ଅଙ୍ଗନବାଡି କର୍ମୀଙ୍କ ଠାରୁ ଲାଞ୍ଚ ନେବାବେଳେ ଗିରଫ । Views: 143
Copy and paste this URL into your WordPress site to embed
Copy and paste this code into your site to embed