The Ultimate Managed Hosting Platform
ADVERTISEMENT

ଘର ଭିତରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ

Facebook
Twitter
LinkedIn

କଟକ : ଘର ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତ ଯିବତୀ ଜଣକ ହେଉଛନ୍ତି ଜଣେ ଆଇନ ଛାତ୍ରୀ । ମାଲଗୋଦାମ ଥାନା ଅନ୍ତର୍ଗତ ମୁରାଦ ଖାଁ ପାଟଣା ଅଞ୍ଚଳରେ ଭଡାରେ ରହୁଥିଲେ ଛାତ୍ରୀ ଜଣକ । ମୃତ ଛାତ୍ରୀଙ୍କ ଘର ରାଉରକେଲା । ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ମାଲଗୋଦାମ ପୋଲିସ । ମୃତ୍ୟୁର କାରଣ ଜଣାପଡିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login