The Ultimate Managed Hosting Platform
ADVERTISEMENT

ଗୋରୁ ବୋଝେଇ ଗାଡି ଭଙ୍ଗାରୁଜା

Facebook
Twitter
LinkedIn

ଭଦ୍ରକ : ବାଲୁଅ ଛକରେ ଗୋରୁ ବୋଝେଇ ଗାଡି ଭଙ୍ଗାରୁଜା । ଘଟଣାସ୍ଥଳରେ ଚାପା ଉତ୍ତେଜନା , ଡ୍ରାଇଭର ଓ ହେଲପର ଫେରାର । ୧୧ ଗୋରୁ ଉଦ୍ଧାର କଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ଗୋରୁ ବୋଝେଇ ଗାଡିଟି ଆନନ୍ଦପୁରରୁ ଭଦ୍ରକ ଆସୁଥିଲା । ସ୍ଥାନୀୟ ଲୋକେ ଗାଡିକୁ ପିଛା କରି ଭଙ୍ଗାରୁଜା କରିଥିଲେ । ସୂଚନା ଅନୁଯାୟୀ, ଗତକାଲି ରାତି ୯. ୪୫ରେ ୨୦ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଧକୋଠା ନିକଟରେ ଏକ ଦୁର୍ଘଟଣା ଘଟିଥିଲା କ୍ଷ ଟ୍ରକ ଧକ୍କାରେ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ରାସ୍ତା ଅବରୋଧ ହୋଇଥିଲା କ୍ଷ ରାସ୍ତା ଖୋଲିବା ପରେ ଛିଡା ହୋଇଥିବା ଟ୍ରକ ଉପରେ ଲୋକ ମାନଙ୍କର ସନ୍ଦେହ ହୋଇଥିଲା କ୍ଷ ଏଥିରେ ୫୦ରୁ ଊର୍ଦ୍ଧ୍ବ ଷଣ୍ଢ କେନ୍ଦୁଝର ଆଡକୁ ଚାଲାଣ ହେଉଥିବା ଜଣା ପଡିଥିଲା କ୍ଷ ସ୍ଥାନୀୟ ଯୁବକଙ୍କ ସହଯୋଗରେ ଟ୍ରକକୁ ଜବତ କରି ପୁଲିସ ଥାନାକୁ ଆଣିଛି କ୍ଷ ଡ୍ରାଇଭରକୁ ଅଟକ ରଖି ଘସିପୁରା ପୁଲିସ ଏହାର ତଦନ୍ତ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login