The Ultimate Managed Hosting Platform
ADVERTISEMENT

ଗୋପାଳ ପାଗଳ ନୁହେଁ –କ୍ରାଇମବ୍ରାଞ୍ଚ

Facebook
Twitter
LinkedIn

ଭୁବନେଶ୍ୱର : ଚାର୍ଜସିଟ ସମ୍ପର୍କିତ ପ୍ରେସ ରିଲିଜରେ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଦେଲା କ୍ରାଇମବ୍ରାଞ୍ଚ । ଗୋପାଳ ପାଗଳ ନୁହେଁ କି ନ ଥିଲା ବୋଲି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ସମ୍ପୁର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ହତ୍ୟା ଘଟାଇଥିବା କହିଲା କ୍ରାଇମବ୍ରାଞ୍ଚ । ହତ୍ୟା ଘଟଣା ପରେ ପରେ ଗୋପାଳ ପାଗଳ ଥିବା ପରିବାର କହିଥିଲେ । ବାଇପୋଲାର ଡିଜ୍ଅର୍ଡର ନେଇ ସେ ଔଷଧ ଖାଉଥିବା କହିଥିଲେ ଗୋପାଳ । ଏ ନେଇ ପରୀକ୍ଷା ପାଇଁ ଡିଏମଇଟିଙ୍କ ଦ୍ୱାରା ଏକ ମେଡିକାଲ ଟିମ୍ ହୋଇଥିଲା । ମେଡିକାଲ ଟିମ୍ ପରୀକ୍ଷା କରି ଗୋପାଳର ମାନସିକ ବିଲକ୍ଷଣ ନ ଥିବା କହିଥିଲେ । ସ୍ଥାନୀୟ ଲୋକ ଓ ସହକର୍ମୀ କିନ୍ତୁ ଗୋପାଳ ସୁସ୍ଥ ଥିବା କହିଥିଲେ । ତଦନ୍ତ କାଳରେ ସେ ସହଯୋଗ କରୁଥିଲା ଓ ପ୍ରଶ୍ନର ଉତ୍ତର ଦେଉଥିଲା । ତଦନ୍ତରେ ସ୍ପଷ୍ଟ ହୋଇଥିଲା ଯେ ଗୋପାଳ ସୁସ୍ଥ ମନରେ ମାରିଥିଲା । ସୁସ୍ଥ ମନରେ ଓ ଯୋଜନାବଦ୍ଧ ଭାବେ ଅପରାଧ ଘଟାଇଥିଲା ଗୋପାଳ । ଗୋପାଳର ମାନସିକ ସ୍ଥ୍ିତି ସ୍ୱାଭାବିକ ଓ ସ୍ଥିର ରହିଥିଲା ବୋଲି କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login