କଳାହାଣ୍ଡି : କଳାହାଣ୍ଡିରେ ୨ ଦିନ ହେଲା ଏକ ଗୋଠଛଡା ହାତୀ ଆତଙ୍କ ଚଳାଇଛି । ଜୁନାଗଡ , ଧର୍ମଗଡ ଓ କୋସରାରେ ହାତୀ ଯୋଗୁଁ ଲୋକେ ଭୟଭୀତ ।ହାତୀଟି ଗତକାଲି ଗଡିଆଯୋରରେ ଜଣଙ୍କୁ ଦଳିଦେଇଥିଲା । ଆଜି କୋକସରା ବ୍ଲକ ଝାରବନ୍ଧ ଅଞ୍ଚଳରେ ବୁଲୁଛି ଗୋଠଛଡା ହାତୀ । ହାତୀ ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ । ହାତୀ ଘଉଡାଇବାକୁ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ନାକେଦମ । Views: 94
Copy and paste this URL into your WordPress site to embed
Copy and paste this code into your site to embed