The Ultimate Managed Hosting Platform
ADVERTISEMENT

ଗୋଠଛଡା ହାତୀର ଆତଙ୍କ ଜାରି

Facebook
Twitter
LinkedIn

କଳାହାଣ୍ଡି : କଳାହାଣ୍ଡିରେ ୨ ଦିନ ହେଲା ଏକ ଗୋଠଛଡା ହାତୀ ଆତଙ୍କ ଚଳାଇଛି । ଜୁନାଗଡ , ଧର୍ମଗଡ ଓ କୋସରାରେ ହାତୀ ଯୋଗୁଁ ଲୋକେ ଭୟଭୀତ ।ହାତୀଟି ଗତକାଲି ଗଡିଆଯୋରରେ ଜଣଙ୍କୁ ଦଳିଦେଇଥିଲା । ଆଜି କୋକସରା ବ୍ଲକ ଝାରବନ୍ଧ ଅଞ୍ଚଳରେ ବୁଲୁଛି ଗୋଠଛଡା ହାତୀ । ହାତୀ ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ । ହାତୀ ଘଉଡାଇବାକୁ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ନାକେଦମ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login