The Ultimate Managed Hosting Platform
ADVERTISEMENT

ଗାତରେ ଫସିରହିଛି ଅସୁସ୍ଥ ହାତୀ, ଚିକିତ୍ସାରେ ଲାଗିପଡିଛି ବନବିଭାଗ

Facebook
Twitter
LinkedIn

ଅନୁଗୁଳ : ଗାତରେ ଫସିରହିଛି । ଅସୁସ୍ଥ ହାତୀ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଜୁକୁବୁ ନିକଟରେ ଏକ ହାତୀ ଅସୁସ୍ଥ ଥିବା ଜଣାପଡିଛି । ହାତୀଟି ଏକ ଗାତ ରେ ଫସିଯାଇଛି। ହାତୀଟି ଅସୁସ୍ଥ ରହିଛି। ଏନେଇ ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଂଚି ଚିକିତ୍ସା ଆରମ୍ଭ କରିଛନ୍ତି ।

ସମ୍ଭବତଃ ହାତୀଟି ମହୁଲପୋଚ ଖାଇ ଅସୁସ୍ଥ ଥିବା ବନ ବିଭାଗ କହୁଥିବା ବେଳେ କେଉଁ କାରଣରୁ ଅସୁସ୍ଥ ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ପଶୁଚିକିତ୍ସକ ହାତୀ ନିକଟରେ ରହି ଚିକିତ୍ସା କରୁଥିବା କହିଛି ବନ ବିଭାଗ। ତେବେ ଏନେଇ ହାତୀ ନିକଟକୁ ଯିବାପାଇଁ ସମସ୍ତଙ୍କୁ ବାରଣ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login