The Ultimate Managed Hosting Platform
ADVERTISEMENT

ଗର୍ଲଫ୍ରେଣ୍ଡ ତାନିଆ ଶ୍ରଫଙ୍କ ସହ ବିବାହ ଖବରକୁ ନେଇ ମୁହଁ ଖୋଲିଲେ ଆହାନ୍ ସେଟ୍ଟୀ

Facebook
Twitter
LinkedIn

 ବଲିଉଡ୍‌ ଅଭିନେତା ସୁନିଲ୍‌ ସେଟ୍ଟିଙ୍କ ପୁଅ ଆହାନ୍‌ ସେଟ୍ଟୀଙ୍କର ଫିଲ୍ମ ରିଲିଜ୍‌ ହୋଇଛି । ପ୍ରଥମ ଥର ପାଇଁ ସେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି । ଏହାରି ଭିତରେ ଯେତିକି ଫିଲ୍ମ ପାଇଁ ଚର୍ଚ୍ଚାରେ ନାହାନ୍ତି ସେତିକି ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।ତାଙ୍କ ବିବାହର ଗୁଜବ ବିଷୟରେ ନିକଟରେ ଏକ ସାକ୍ଷାତକାରରେ  ଅଭିନେତା ଆହାନ ସେଟ୍ଟୀ କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ଏହି ସବୁର କୌଣସି ସତ୍ୟତା ନାହିଁ। ଆହାନ କହିଛନ୍ତି ଯେ ବର୍ତ୍ତମାନ ତାଙ୍କର ଧ୍ୟାନ ତାଙ୍କ କ୍ୟାରିଅର ଉପରେ ଅଛି ଏବଂ ସେ ତାଙ୍କର ଅପକମିଂ  ଫିଲ୍ମରେ କାମ କରୁଛନ୍ତି।

 ଏନେଇ ଆହୁରି କହିଛନ୍ତି କି ମୁଁ କୌଣସି ଜିନିଷକୁ ଲୁଚାଏ ନାହିଁ ମୁଁ ସବୁ ଜିନିଷ ବିଷୟରେ ଖୋଲି କରି ଜଣାଏ ଏବଂ ମୁଁ ସଚ୍ଚୋଟ ଅଟେ। ବେଳେବେଳେ ଏହିପରି ଆର୍ଟିକିଲ ତଥା ଖବର ଗୁଡିକ ଆସେ ଯାହା ଠିକ୍ ନୁହେଁ କିନ୍ତୁ ଆପଣ ସେଗୁଡିକୁ ମଧ୍ୟ ନିୟନ୍ତ୍ରଣ କରିପାରିବେ ନାହିଁ। ମୋର ବିବାହ ଏବେ ହେଉ ନାହିଁ । ଏମିତି ଯଦି କିଛି ହୁଏ ତେବେ ମୁଁ ନିଶ୍ଚିତ ଜଣାଇବି । କିନ୍ତୁ ବର୍ତ୍ତମାନ ମୁଁ କେବଳ ମୋର କ୍ୟାରିଅର୍ ଏବଂ ପରବର୍ତ୍ତୀ କିଛି ଫିଲ୍ମ ରହିଛି ଯାହା ପାଇଁ ଟ୍ରେନିଂ ନେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login