The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଗରମ ପାଣି ଫିଙ୍ଗି କଲବଲ କରି ଜୀବନ ନେଇଗଲେ !

Facebook
Twitter
LinkedIn

ଭଦ୍ରକ : ବ୍ୟକ୍ତିଙ୍କୁ ଗରମ ପାଣି ଫିଙ୍ଗି କଲବଲ କରି ମାରିଲେ । ଗ୍ରାମାଞ୍ଚଳ ଥାନା ବନ୍ଧଗାଁରେ କଲବଲ କରି ମାରିବା ଅଭିଯୋଗ । ଘର କାମ ପାଇଁ ଜଣା ମୁଲିଆକୁ ଡାକି ଜୀବନ ନେଇଥିବା ଅଭିଯୋଗ । ବନ୍ଧଗାଁର ଗଗନ ମଲ୍ଲିକ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ। ସଂପୃକ୍ତ ବ୍ୟକ୍ତି ଚୋରା ମଦ ବେପାରୀ ହୋଇଥିବାରୁ କାମ କରିବା ପରେ ଗଗନକୁ ଘରକୁ ଡାକି ଦେଶୀ ମଦ ପିଇବା ପାଇଁ ଦେଇଥିଲେ। ପରେ କୌଣସି କଥାକଟାକଟିକୁ ନେଇ ଗଗନକୁ ନିସ୍ତୁକ ମାଡ ମାରିବା ସହିତ ନିକଟରେ ଥିବା ଏକ ଚିକେନ ସେଣ୍ଟରରେ ଥିବା ଗରମ ପାଣି ଫିଙ୍ଗିଥିଲେ। ପରେ ରାସ୍ତା କଡ଼ରେ ନେଇ ଫିଙ୍ଗିଦେଲେ। ଏହାପରେ ଗଗନଙ୍କ ସମ୍ପର୍କୀୟମାନେ ଖବର ପାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ଗଗନକୁ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ହତ୍ୟା ଅଭିଯୋଗ କରାଯିବା ପରେ କରାଯାଇଥିବ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଉଚ୍ଚଶିକ୍ଷା ପକ୍ଷରୁ ବଡ ନିଷ୍ପତ୍ତି , ନିଶା ମୁକ୍ତ ହେବ କଲେଜ କ୍ୟାାମ୍ପସ

ଉଚ୍ଚଶିକ୍ଷା ପକ୍ଷରୁ ବଡ ନିଷ୍ପତ୍ତି , ନିଶା ମୁକ୍ତ ହେବ କଲେଜ କ୍ୟାାମ୍ପସ

ଭୁବନେଶ୍ୱର : ଉଚ୍ଚ ଶିକ୍ଷା ପକ୍ଷରୁ ନିଆଯାଇଛି ବଡ ନିଷ୍ପତ୍ତି । ଓଡିଶାରେ କଲେଜ ହେବ ନିଶା ମୁକ୍ତ । ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ...

ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ହେଲା ଅସ୍ତ୍ରୋପଚାର

ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ହେଲା ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର । ପୋଡ଼ିହୋଇ ଗଭୀର କ୍ଷତରେ ଅପରେସନ କରାଯାଇଛି । ଏବେ ମଧ୍ୟ ଅକ୍ସିଜେନ ସପୋର୍ଟରେ ଅଛନ୍ତି...

ADVERTISEMENT
ଆଜି ସୃଷ୍ଟି ହେବ ଲଘୁଚାପ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆଜି ସୃଷ୍ଟି ହେବ ଲଘୁଚାପ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରିବା ସମ୍ଭାବନା । ପ୍ରଭାବରେ ଏକ ଲଘୁଚାପ...

Login