The Ultimate Managed Hosting Platform
ADVERTISEMENT

ଗଣିତ, ଇଂରାଜୀରେ ହାଇସ୍କୁଲ ପିଲା ଦୁର୍ବଳ

Facebook
Twitter
LinkedIn

ଭୁବନେଶ୍ୱର : ହାଇସ୍କୁଲ ପାଇଁ ଆସିଲା ଚିନ୍ତାଜନକ ତଥ୍ୟ । ଗଣିତ, ଇଂରାଜୀ ଓ ସାଧାରଣ ବିଜ୍ଞାନରେ ହାଇସ୍କୁଲ ଛାତ୍ରଛାତ୍ରୀ ଦୁର୍ବଳ । ପିଲାଙ୍କ ମେଧା ଶକ୍ତି ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି । ରେମେଡିଆଲ କ୍ଲାସ , ୟୁନିଟ ଟେଷ୍ଟ , ଲେସନ ରିଭ୍ୟୁ କରାଯାଉଛି । ଧ୍ରୁବ ସାହୁଙ୍କ ଅଣତାରକା ପ୍ରଶ୍ନରେ ଗଣଶିକ୍ଷାମନ୍ତ୍ରୀଙ୍କ ଉତ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login