The Ultimate Managed Hosting Platform
ADVERTISEMENT

ଗଙ୍ଗୁବାଇ ଗେଟ୍‌ଅପ୍‌ରେ ରାମ୍ପ୍‌ୱାକ୍‌ କଲେ ବିଦେଶରେ ମଡେଲ୍‌

Facebook
Twitter
LinkedIn

ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ। ସେ ଏପରି ଜଣେ ଅଭିନେତ୍ରୀ ଯାହାର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ଅଭିନେତ୍ରୀଙ୍କ ସବୁ ଚରିତ୍ରମାନଙ୍କ ମଧ୍ୟରୁ ଗଙ୍ଗୁବାଇ ସବୁଠୁ ଅଧିକ ଲୋକପ୍ରିୟ। ବର୍ତ୍ତମାନ ଏହାର କ୍ରେଜ୍‌ ବିଦେଶରେ ଦେଖିବାକୁ ମିଳିଛି। ମାଲେସିଆରେ ଆୟୋଜିତ ଏକ ଫ୍ୟାଶନ ଶୋ ର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ମାଲେସିଆରେ ଫ୍ୟାଶନ ଶୋ’ ୨୦୨୨ରେ ଅଂଶଗ୍ରହଣ କରୁଥିବା ମଡେଲମାନେ ଆଲିଆଙ୍କ ଗଙ୍ଗୁବାଇ ଲୁକ୍ ଉପସ୍ଥାପନ କରିଥିଲେ । ଫ୍ୟାଶନ ଶୋ ସମୟରେ ଅନେକ ମଡେଲ ଏହି ଲୁକ୍‌ ନେଇ ରାମ୍ପ୍‌ରେ ଚାଲିଥିଲେ। କେବଳ ଏତିକି ନୁହେଁ, ମଡେଲଗୁଡିକ ସେମାନଙ୍କର ଚେହେରାକୁ ଆଲିଆଙ୍କ ପରି ଦେଖାଯିବା ପାଇଁ କଳା ଚଷମା ମଧ୍ୟ ବ୍ୟବହାର କରିଥିଲେ। ଏହି ଫିଲ୍ମରେ ଆଲିଆଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login