The Ultimate Managed Hosting Platform
ADVERTISEMENT

ଖୋଲୁଛି ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗୁମର

Facebook
Twitter
LinkedIn

ନୂଆଦିଲ୍ଲୀ : ଖୋଲୁଛି ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗୁମର । ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଥିଲା ଜ୍ୟୋତି ମାଲହୋତ୍ରାଙ୍କ ଘନିଷ୍ଠ ସମ୍ପର୍କ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଝିଅ ମରିୟମ ନଓ୍ବାଜ ସରିଫଙ୍କ ସହ ଜ୍ୟୋତି ମାଲହୋତ୍ରଙ୍କ ବେଶ୍ ଭଲ ସମ୍ପର୍କ ରଖିଥିଲେ । ଯାଞ୍ଚବେଳେ ତାଙ୍କ କଲ୍ ଡିଟେଲସରୁ ଅନେକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୨୦୨୪ରେ ମାତ୍ର ୨ ମାସ ଭିତରେ ପ୍ରଥମେ ପାକିସ୍ତାନ ଓ ପରେ ଚୀନ ଯାତ୍ରାକୁ ନେଇ ସୁରକ୍ଷା ଏଜେନ୍ସିର ସନ୍ଦେହ ଘେରକୁ ଆସିଥିଲେ ଟ୍ରାଭେଲ୍ ବ୍ଲଗର । ଏପରିକି ପହଲଗାମ ଆତଙ୍କୀ ଆକ୍ରମଣ ପରର ଭିଡ଼ିଓରେ ଜ୍ୟୋତିଙ୍କ ବୟାନ ସମସ୍ତଙ୍କୁ ଚକିତ କରୁଛି। ଆକ୍ରମଣକୁ ନିନ୍ଦା କରିବା ବଦଳରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ କରିଥିଲେ ଜ୍ୟୋତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଙ୍ଗୋସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଏହାର ପ୍ରଭାବ ନେଇ କିଛି ସ୍ପଷ୍ଟ ହୋଇନି

ବଙ୍ଗୋସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଏହାର ପ୍ରଭାବ ନେଇ କିଛି ସ୍ପଷ୍ଟ ହୋଇନି

ଭୁବନେଶ୍ୱର : ବଙ୍ଗୋସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ । ଦକ୍ଷିଣ ପଶ୍ଚିମ ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ । ଏହାର ପ୍ରଭାବ ନେଇ ସେପରି କିଛି ସ୍ପଷ୍ଟ...

Login