ଭୁବନେଶ୍ୱର : ଖୁବଶିଘ୍ର ଓଡ଼ିଶା କଂଗ୍ରେସର ନବକଳେବର ହେବ । ପିସିସି ସଭାପତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ପିସିସି ସଭାପତି ନାଁ ସ୍ଥିର ହୋଇଛି । ଆଜି ଏଆଇସିସି କାର୍ୟ୍ୟଳୟ ଉଦଘାଟନ ହୋଇଛି । ଓଡ଼ିଶାର ପିସିସି ସଭାପତି କିଏ ହେବେ ସ୍ଥିର ହୋଇଛି । ନା ଘୋଷଣା ଆଉ ବିଳମ୍ବ ହେବନାହିଁ । ପିସିସି ନେଇ ହାଇକମାଣ୍ଡକୁ ଦୁଇଜଣ ପର୍ୟ୍ୟବେକ୍ଷକ ରିପୋର୍ଟ ଦେଇଛନ୍ତି । ଏହାକୁ ଆଧାର କରି ହାଇକମାଣ୍ଡ ପିସିସି ସଭାପତି ବାଛିବେ ବୋଲି କହିଛନ୍ତି ଜୟ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ।
Views: 52