The Ultimate Managed Hosting Platform
ADVERTISEMENT

ଖଣି ବ୍ୟବସାୟୀଙ୍କ ଘରେ ଇଡି ରେଡ, ୧୪ଟି ସ୍ଥାନରେ ଚାଲିଛି ଚଢାଉ

Facebook
Twitter
LinkedIn

ଭୁବନେଶ୍ୱର : ଖଣି ବ୍ୟବସାୟୀଙ୍କ ଘରେ ଇଡି ରେଡ । ରତିକାନ୍ତ ରାଉତ ଓରଫ ଜୁଲୁଙ୍କ ଘରେ ଚାଲିଛି ଚଢ଼ାଉ । ରତିକାନ୍ତଙ୍କ ଘର ଓ ଅଫିସରେ ରେଡ୍ ଚାଲିଛି । ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଠାରେ ଥିବା ଘର, ଢେଙ୍କାନାଳ, ଭୁବନେଶ୍ଵରରେ ଥିବା ଅଫିସ, ବ୍ୟବସାୟ ପ୍ରତିଷ୍ଠାନରେ ଇଡି ଚଢାଉ କରିଛି । ଏକାକାଳୀନ ୧୪ଟି ସ୍ଥାନରେ ଇଡି ପକ୍ଷରୁ ଚାଲିଛି ଚଢାଉ । ଖବର ଅନୁଯାୟୀ, ବେଆଇନ ଆର୍ଥିକ କାରବାର ନେଇ ଇଡି ପକ୍ଷରୁ ବୁଧବାର ଦିନ ଖଣି ବ୍ୟବସାୟୀ ରତ୍ନାକର ନାୟକଙ୍କ ଘରେ ରେଡ୍ ପକ୍ଷରୁ ଚଢାଉ ହୋଇଛି । ତେବେ ଏହି ଚଢ଼ାଉ ବେଳେ ଟଙ୍କା କାରବାର ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login