ସୁନ୍ଦରଗଡ : ସୁନ୍ଦରଗଡ ଖଣି ଚୋରି ଘଟଣା । ମନ୍ତ୍ରୀ ବିଭୂତି ଜେନାଙ୍କ ବଡ ବୟାନ । ଖଣି ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟା ନୁଷ୍ଠାନ ହେବ । ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ କଡ ନିଦେ୍ର୍ଦଶ ଦେଇଛନ୍ତି । ସୁନ୍ଦରଗଡ ଖଣି ଦୁର୍ନୀତିର ଭଇଜିଲାନ୍ସ ତଦନ୍ତ କରାଯିବ । ଏଥିପାଇଁ ଭିଜିଲାନ୍ସ ପକ୍ଷରୁ ଏକ ଏସ୍ ଆଇଟି ଗଠନ କରାଯାଇଛି। ଉସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ବିଭାଗୀୟ ଅଧିକାରୀଙ୍କ ସହ ବେଆଇନ ଖଣି ଉତ୍ତୋଳନ ସ୍ଥାନକୁ ଗସ୍ତ କରିଥିଲେ । ଦୋଷୀ ଯିଏ ବି ହେଉ ନା କାହିଁକି ସମସ୍ତଙ୍କୁ ଖୋଜି ବାହାର କରାଯିବ । ଆଇନ ଅନୁସାରେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ବୋଲି ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି । ବେଆଇନ ଖଣି ଉତ୍ତୋଳନ ଖଣି ଓ ଖଣିଜ ପଦାର୍ଥର ବିକାଶ ଓ ନିୟନ୍ତ୍ରଣ ନିୟମ ଖିଲାପ କରୁଥିବାରୁ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିମନ୍ତେ ତଦନ୍ତ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାପାଇଁ ଭିଜିଲାନ୍ସ କୁ ନିର୍ଦ୍ଦେଶ ଦିଆଯାଇଛି । ଖୁବ ଶୀଘ୍ର ଲଘୁ ଖଣିଜ ପରିଚାଳନା ନୀତି ଆସିବ ।
ଖଣି ଚୋରି ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ହେବ –ଖଣି ମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







