ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି । ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ନୀଳକଣ୍ଠ ମିଶ୍ର । କୋଭିଡର ଅସ୍ୱାଭାବିକ ସ୍ଥିତି ନାହିଁ , ବ୍ୟସ୍ତ ହେବାର କାରଣ ନାହିଁ । କୋଭିଡ ରିପୋର୍ଟ ଆସିଲେ ଆରଟିପିସିଆର କରିବୁ । ଦରକାର ହେଲେ ଜିନମ ସିକ୍ୱେନ୍ସି କରାଯିବ । ତେବେ ରାଜ୍ୟରେ ଆଜି ମୋଟ ୫ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ଵରର ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ଜଟଣୀରୁ ବୋଲି ଜଣାପଡିଛି ।
Views: 71











