The Ultimate Managed Hosting Platform
ADVERTISEMENT

କେନ୍ଦ୍ରକୁ ଯିବେ ଆଉ ୨ ଆଇପିଏସ

Facebook
Twitter
LinkedIn

ଭୁବନେଶ୍ୱର ; କେନ୍ଦ୍ରୀୟ ଡେପୁଟେସନରେ ଯିବେ ୨ ଆଇପିଏସ । ୧୯୯୮ ବ୍ୟାଚ୍ ଆଇପିଏସ ଅଧିକାରୀ ରବି କାନ୍ତ ଡେପୁଟେସନରେ ଯିବେ । ବିଏସଏଫ ଇନ୍ ସ୍ପେକ୍ଟର ଜେନେରାଲ ଆଇଜି ଭାବେ ଯୋଗଦେବେ। ଆଇପିଏସ ଅଧିକାରୀ ମିତ୍ରଭାନୁ ମହାପାତ୍ର ମଧ୍ୟ ଡେପୁଟେସନରେ ଯିବେ । ବିଏସଏଫ ଡେପୁଟି ଇନ୍ ସ୍ପେକ୍ଟର ଜେନେରାଲ (ଡିଆଇଜି) ଭାବେ ଯୋଗଦେବେ । ୫ ବର୍ଷ ପାଇଁ ଡେପୁଟେସନରେ ଯିବେ ଉଭୟ ଆଇପିଏସ ଅଧିକାରୀ । ରବିକାନ୍ତ କେନ୍ଦୁଝର ଏସପି ଦାୟିତ୍ୱରେ ଥିବାବେଳେ ମିତ୍ରଭାନୁଙ୍କ ନାଁ ରାଜାଚକ୍ର ଗିରଫ ସମୟରେ ପଦାକୁ ଆସିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login