କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା, ଆଜିଠୁ ବନ୍ଦ ହୋଇଯିବ ମାଗଣା ବିଜୁଳି ସବସିଡି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଦିଲ୍ଲୀ ସରକାର ବିଜୁଳି ସବସିଡିକୁ ନେଇ ବଡ଼ ଘୋଷଣା କରିଛି । ଶକ୍ତି ମନ୍ତ୍ରୀ ଆତିଶୀ ଭରଦ୍ୱାଜ ଶୁକ୍ରବାର ଏନେଇ ସୂଚନା ଦେବା ସହ କହିଛନ୍ତି, ଆଜିଠୁ ଦିଲ୍ଲୀ ଜନସାଧାରଣଙ୍କୁ ଦିଆଯାଉଥିବା ସବସିଡି ବିଜୁଳି ବନ୍ଦ କରିଦିଆଯିବ । ମାଗଣା ବିଜୁଳି ସବସିଡି ଉପରେ ରୋକ୍ ଲଗାଇବାକୁ ଘୋଷଣା କରିଛି ଆପ୍ ସରକାର । ଏହାଦ୍ୱାରା ୪୬ ଲକ୍ଷ ବିଜୁଳି ଉପଭୋକ୍ତା ପ୍ରଭାବିତ ହେବେ । ଆତିଶୀ ଏହାର କାରଣ ସମ୍ପର୍କରେ … Continue reading କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା, ଆଜିଠୁ ବନ୍ଦ ହୋଇଯିବ ମାଗଣା ବିଜୁଳି ସବସିଡି