The Ultimate Managed Hosting Platform
ADVERTISEMENT

କୂଅରେ ଚାଲିଗଲା ୮ ଜୀବନ

Facebook
Twitter
LinkedIn

ମଧ୍ୟପ୍ରଦେଶ : କୂଅରେ ଶ୍ୱାସରୁଦ୍ଧ ହୋଇ ୮ ଜଣଙ୍କ ଚାଲିଗଲା ଜୀବନ । ଖଣ୍ଡୱା ଜିଲ୍ଲା ଚାଏଗାଁ ମାଖନ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପୂଜା ପର୍ବ ପାଇଁ କୂଅ ଭିତର ସଫେଇ ବେଳେ ଅଘଟଣ । କୂଅ ଭିତରକୁ ଥିବା ଏକ ନାଳ ଦେଇ ଗାଁର ମଇଳା ପାଣି କୂଅକୁ ଯାଏ । ଯାହା ଫଳରେ କୂଅଟି ଅଳିଆ ଅବାର୍ଜନାରେ ଭର୍ତ୍ତି ହୋଇଥିଲା । ଏହାକୁ ସଫା କରିବା ପାଇଁ ୮ ଜଣ ଲୋକ ଓହ୍ଲାଇ ଆସିଥିଲେ। ହେଲେ କୂଅରେ ବିଷାକ୍ତ ଗ୍ୟାସ ସୃଷ୍ଟି ହେବା ଯୋଗୁଁ ଏହି ଲୋକମାନେ ଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ଗାଁ ଲୋକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ; ମୁଖ୍ୟ ଅଭିଯୁକ୍ତକୁ ବିହାରରୁ ଉଠାଇଲା ପୋଲିସ , ଖୁବଶୀଘ୍ର ସମସ୍ତେ ଗିରଫ ହେବେ କହିଲେ ଡିଜିପି

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ; ମୁଖ୍ୟ ଅଭିଯୁକ୍ତକୁ ବିହାରରୁ ଉଠାଇଲା ପୋଲିସ , ଖୁବଶୀଘ୍ର ସମସ୍ତେ ଗିରଫ ହେବେ କହିଲେ ଡିଜିପି

ବ୍ରହ୍ମପୁର : ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ । ଖୁବଶୀଘ୍ର ସମସ୍ତେ ଗିରଫ ହେବେ କହିଲେ ଡିଜିପି ୱାଇବି ଖୁରାନିଆ ।...

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ନବୀନ ପଟ୍ଟନାୟକ ୭୯ ବର୍ଷ ବୟସରେ ପାଦ ଦେଇଛନ୍ତି...

Login