The Ultimate Managed Hosting Platform
ADVERTISEMENT

କୁଲଗାମ୍ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ

Facebook
Twitter
LinkedIn

କୁଲଗାମ : କୁଲଗାମ୍ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ । କଦ୍ଦର ଗାଁରେ ସୁରକ୍ଷାକର୍ମୀଙ୍କ ବଡ ଧରଣର ଏନକାଉଣ୍ଟର । ଆତଙ୍କୀଙ୍କ ଗୁଳିମାଡରେ ୨ ଯବାନ ଗୁରୁତର ଥିବା ସୂଚନା । କୁଲଗାମରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଚଢ଼ାଉ କରିଥିଲେ ଯବାନ। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ଗତକାଲି ରାତିରେ ଜିଲ୍ଲାର ବେହବାଗ ଅଞ୍ଚଳରେ କଦେର ଠାରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ମିଳିଥିଲା । ଏହି ଖବର ପାଇବା ପରେ ସୁରକ୍ଷା ବାହିନୀ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଆତଙ୍କବାଦୀମାନେ ଏହି ସମୟରେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଯୁଦ୍ଧ ପରିସ୍ଥିତି ଉପୁଜୁଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login