The Ultimate Managed Hosting Platform
ADVERTISEMENT

କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ

Facebook
Twitter
LinkedIn

କାମାକ୍ଷାନଗର: କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ । ଏହି ଘଟଣାରେ ସମଗ୍ର ଗାଁରେ ଭୟର ବାତାବରଣ ଖେଳି ଯାଇଛି । ଛୋଟ ଛୁଆଠୁ ଆରମ୍ଭ କରି ବସ୍କ ଯାଏଁ ସମସ୍ତେ ଆତଙ୍କିତ ।ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କରଗୋଳା ପଞ୍ଚାୟତ ଆମ୍ବ ତଇଲା ସାହିରେ । ମେଡିକାଲ ଗଲେ ମିଳୁନି ଉପ ଯୁକ୍ତ ଚିକିତ୍ସା । ବାଧ୍ୟ ହୋଇ ଦେଶୀ ଚିକିତ୍ସା ଉପରେ ଭରଷା କରୁଛନ୍ତି ଲୋକେ । ସୂଚନା ଅନୁସାରେ ମଙ୍ଗଲ ବଜ୍ରାଙ୍କ ଝିଅ ଏକ ମାସ ପୂର୍ବେଖେଳୁଥିବା ବେଳେ ବୁଲା କୁକୁର କାମୁଡି ଥିଲା । ପରିବାର ଲୋକ ତାଙ୍କୁ ନେଇ ଚିକିତ୍ସା କରାଇଥିଲେ । କିନ୍ତୁ ଦୀର୍ଘ ମାସ ପରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସେହି ନାବାଳିକାଙ୍କ ସମ ସମସ୍ତେ ମିଶିଥିବାରୁ ଭୟଭୀତ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login