ଭୁବନେଶ୍ୱର : ଅଭିନେତ୍ରୀ ଜସ୍ମିନ ରଥଙ୍କ ଅଭିଯୋଗକୁ ସଞ୍ଜୟ ନାୟକଙ୍କ ଖଣ୍ଡନ । ପୂର୍ବ ରାଗ ରଖି ଅଭିଯୋଗ ଆଣିଛନ୍ତି ବୋଲି କହିଲେ ସଞ୍ଜୟ । ପ୍ରମାଣ ନାହିଁ , ଅଭିଯୋଗ ଭିତ୍ତିହୀନ । ବିନା ତଥ୍ୟ ପ୍ରମାଣରେ ମୋତେ ବଦନାମ କରାଯାଇଛି ବୋଲି କହିଛନ୍ତି ସଞ୍ଜୟ । ୪୦ ବର୍ଷ ହେଲା ଲୋକେ ମୋତେ ଭଲଭାବେ ଜାଣିଛନ୍ତି । କିଛି ପିଲାଙ୍କ ପାଇଁ ଆଜି ଇଣ୍ଡଷ୍ଟ୍ରୀ ଖରାପ ହେଉଛି । ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରସାରଣ କରାଯାଉଛି । ଅଭିନେତ୍ରୀ ଜସ୍ମିନ ରଥ ସଞ୍ଜୟ ନାକଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ ।ଅନ୍ୟପଟେ ଗତକାଲି ଓଲିଉଡର ଆଉ ଜଣେ ଅଭିନେତ୍ରୀ ପ୍ରକୃତି ମିଶ୍ର ବିସ୍ଫୋରକ ବୟାନ ଦେଇଥିଲେ। ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ଉପରେ ବର୍ଷିଥିଲେ। ତାଙ୍କ ନାଁରେ ଆଣିଛନ୍ତି କାଷ୍ଟିଂ କାଉଚ୍ର ସାଂଘାତିକ ଅଭିଯୋଗ । ପ୍ରକୃତି କହିଛନ୍ତି, ରାତିରେ ସୁଟିଂ ସେଟ୍ ସରିବା ପରେ ଝିଅମାନଙ୍କୁ ଡାକନ୍ତି ଟୁଟୁ ନାୟକ । କଥା ନରଖିଲେ ଫିଲ୍ମରୁ କାଢ଼ି ଦିଅନ୍ତି । ହିରୋଇନଙ୍କ ବିଷୟରେ ଖରାପ କଥା କୁହନ୍ତି । ନୂଆ ହିରୋଇନଙ୍କୁ ଶୋଷଣ କରୁଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରକୃତି ।
କାଷ୍ଟିଂ କାଉଚ ମାମଲା ; ଅଭିନେତ୍ରୀଙ୍କ ଅଭିଯୋଗ , ସଞ୍ଜୟଙ୍କ ଖଣ୍ଡନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











