ନୂଆଦିଲ୍ଲୀ : ଆସନ୍ତାକାଲି ସଂଗଠିତ ହେବ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଉତ୍ତର ଆମେରିକା,ଗ୍ରୀନଲ୍ୟାଣ୍ଡ, ଉତ୍ତର ପଶ୍ଚିମ ରୁଷିଆରେ ଦୃଶ୍ୟମାନ ହେବ । ଭାରତୀୟ ସମୟ ଦିନ ୨ଟା ୨୦ରୁ ଆରମ୍ଭ ହେବ ଆଂଶିକ ସୂର୍ଯ୍ୟ ପରାଗ । ଅପରାହ୍ନ ୪ଟା ୧୭ ମିନିଟରେ ସର୍ବାଧିକ ୯୦ ପ୍ରତିଶତ ହେବ । ଏହି ଆଂଶିକ ସୂର୍ଯ୍ୟ ପରାଗ ଭାରତରୁ ଦୃଶ୍ୟମାନ ହେବ ନାହିଁ । ଶ୍ରୀମନ୍ଦିର ନୀତିକାନ୍ତିରେ ବି କୈାଣସି ପରିବର୍ତ୍ତନ ହେବନି କହିଲା ପ୍ରଶାସନ ।
Views: 41