ଭୁବନେଶ୍ୱର : ସବୁ ଆଦିବାସୀ ଅଧ୍ୟୁଷିତ ବ୍ଲକରେ ବିଜେପିର ଆନେ୍ଦାଳନ ଡାକରା । ଆସନ୍ତାକାଲିଠୁ ଆନେ୍ଦାଳନକୁ ଓହ୍ଲାଇବ ବିଜେପି । ଜମି ଅଧିଗ୍ରହଣ ନିଷ୍ପତ୍ତି ପ୍ରତ୍ୟାହର ନ କରିବା ଯାଏଁ ଆନେ୍ଦାଳନ । ଆନେ୍ଦାଳନ ନେଇ ବିଜେପି ମୁଖପାତ୍ର ମନୋଜ ମହାପାତ୍ରଙ୍କ ସୂଚନା । ରାଜ୍ୟ ସରକାରଙ୍କ ହିଟଲରି ଶାସନ ବିରୋଧରେ ହେବ ଆନେ୍ଦାଳନ । ଆଦିବାସୀ ମାନଙ୍କର ଜମି ଅଣ ଓଡିଆ ଓ ଶିଳ୍ପପତି ମାନେ ହଡପ କରିବେ । ଏ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ପ୍ରତ୍ୟାହାର ନ କରିବା ଯାଏଁ ଚାଲିବ ଆନେ୍ଦାଳନ ।
Views: 81