The Ultimate Managed Hosting Platform
ADVERTISEMENT

କାଲିଠୁ ବଦଳିବ ପାଗ, ଗରମରୁ ମିଳିବ ଆଶ୍ୱସ୍ତି

Facebook
Twitter
LinkedIn

ଭୁବନେଶ୍ୱର : କାଲିଠୁ ବଦଳିବ ପାଗ। ଗରମରୁ ଆଶ୍ବସ୍ଥି ଦେବ କାଳ ବୈଶାଖୀ ବର୍ଷା। ଘଡ଼ଘଡି ସହ ବୃଷ୍ଟିପାତ ନେଇ ୧୦ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ଭିତରେ ମୟୂରଭଞ୍ଜ, କେନ୍ଦୁଝର,ଅନୁଗୁଳ, ବୌଦ୍ଧ, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର,କୋରାପୁଟ, ଓ ମାଲାକନଗିରି ଜିଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ବର୍ଷା ହେବାନେଇ ଅନୁମାନ କରାଯାଉଛି । ସହି ସମୟରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେପଟେ ୨୪ ଘଣ୍ଟା ଭିତରେ ରାଜ୍ୟରେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ଼ ହୋଇଛି ବୌଦ୍ଧ ଜିଲାରେ । ବୌଦ୍ଧ ଜିଲାରେ ୪୧.୮ ଡିଗ୍ରୀ ରେକଡ଼ ହୋଇଛି । ରାଜ୍ୟର ୯ ଟି ଜାଗାରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login