The Ultimate Managed Hosting Platform
ADVERTISEMENT

କାର-ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

Facebook
Twitter
LinkedIn

ସାଲେପୁର : କାର-ବାଇକ ମୁହାଁ ମୁହିଁ ଧକ୍କା । ଏଭଳି ଘଟଣା ଘଟିଛି କଟକ ସାଲେପୁର ସପନପୁର ଛକ ନିକଟରେ । ସୂଚନା ମୁତାବକ, ଏକ କାର ଚାଳକ ବେପରୁଆ ବାବେ ଡ୍ରାଇଭିଂ କରି ପ୍ରଥମେ ଏକ କାର ସହ ଧକ୍କା ଦେଇ ପରେ ପୁଣି ବାଇକ ସହ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ବାଇକ ଆରୋହୀ ଜଣକ ହେଲେ ଜପକୁଦର ସୁଦାମ ବାରିକ । ଗୁରୁତର ଅବସ୍ଥାରେ ସୁଦାମ ବାରିକକୁ ଉଦ୍ଧାର କରାଯାଇ ପ୍ରଥମେ ସାଲେପୁର ମେଡିକାଲକୁ ନିଆଯାଇଥିଲା ସେଠାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାରକୁ ଜବତ କରିବା ସହ କାର ଚାଳକକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login