ଖୋର୍ଦ୍ଧା : କାର-ବାଇକ ମୁହାଁମୁହିଁ ଧକ୍କା । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ଏନଏଚ-୫୭ ବାଘମାରୀ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଇକ ସହ ଧକ୍କା ହେବା ପରେ ବିଲ ଭିତରକୁ ଖସିଗଲା କାର । କାର ଡ୍ରାଇଭର ଓ ୨ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଛି ।
Views: 20