The Ultimate Managed Hosting Platform
ADVERTISEMENT

କାରକୁ ୧୦୦ ମିଟର ଘୋଷାଡି ନେଲା ହାଇୱା

Facebook
Twitter
LinkedIn

କଟକ : କାର୍ କୁ ୧୦୦ ମିଟର ଘୋଷାଡ଼ି ନେଲା ହାଇୱା । କଟକ ଗୋପାଳପୁର ଛକରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ହାଇୱା ଡ୍ରାଇଭରକୁ ଅଟକ ରଖିଛି ପୋଲିସ। ଘଟଣା ସ୍ଥଳ ରେ ପୋଲିସ ପହଁଚି ଗାଡିକୁ ରାସ୍ତା ଉପରେ ହଟେଇଛି । ଏକ ହାଇଓ ଚିପ୍ସ ବୋଝେଇ କରି ନଖରା ଆଡ଼କୁ ଯିବା ସମୟରେ ଜାତୀୟ ରାଜପଥରେ ଏକ ଚାରି ଚକିଆ ଯାନ ହଠାତ ପଶି ଆସିଥିଲା । ଫଳରେ ୧୦୦ ମିଟର ପର୍ୟ୍ୟନ୍ତ କାରଟି ଘୋଷାଡ଼ି ହୋଇଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login