The Ultimate Managed Hosting Platform
ADVERTISEMENT

କାମାକ୍ଷାନଗରରେ ପୁଣି ବାଘ ଆତଙ୍କ

Facebook
Twitter
LinkedIn

କାମାକ୍ଷାନଗର : କାମାକ୍ଷାନଗରରେ ପୁଣି ବାଘ ଆତଙ୍କ । ଖଟଖୁରା ଗାଁରେ ବାଘ ପାଦଚିହ୍ନ ଠାବ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା ଖଟଖୁରା ଗାଁ ନିକଟରେ ଥିବା ଧାନ ବିଲରେ ଆଜି ବାଘର ପାଦଚିହ୍ନ ଦେଖିବାକୁ ମିଳିଛି କ୍ଷ ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ବାଘକୁ ନେଇ ଲୋକଙ୍କ ମନରେ ଭୟ ଦେଖାଦେଇଛି । ବାଘ ଦଶ ଦିନ ତଳେ କନ୍ତାରିପାଟ ଜଙ୍ଗଲରେ ଏକ ଷଣ୍ଢ କୁ ଆକ୍ରମଣ କରି ମାରିଦେଇଥିଲା । ଏହାପରେ ବାଘର କୌଣସି ସନ୍ଧାନ ନଥିଲା । ଆଜି ପୁଣି ବାଘର ପାଦ ଚିହ୍ନ ଦେଖାଯାଇଛି କ୍ଷ ଏହାକୁ ନେଇ ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକ ର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login