ମଧ୍ୟପ୍ରଦେଶ : ଉଜୈନର ବିଶ୍ବପ୍ରସିଦ୍ଧ ମହାକାଳ ମନ୍ଦିରରେ ଚାଲିଗଲା ଶ୍ରଦ୍ଧାଳଉଙ୍କ ଜୀବନ । ଭସ୍ମ ଆଳତିରେ ସାମିଲ ହେବାକୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କୁ ହାର୍ଟଆଟାକ ହେବାରୁ ତାଙ୍କ ଜୀବନ ଚାଲିଯାଇଛି । ତେବେ ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଲା, ମୃତକ ଜଣକ ମରିବା ପୂର୍ବରୁ ହ୍ବାଟସଆପ୍ ଷ୍ଟାଟସରେ ଏକ ଭାବବିହ୍ବଳ ପୋଷ୍ଟ କରିଥିଲେ । ଯାହା ଯୋଗୁଁ ତାଙ୍କୁ ମୃତ୍ୟୁ ପୂର୍ବରୁ କିଛି ଆଭାସ ମିଳିଥିଲା ଅନୁମାନ କରାଯାଉଛି ।
ଖବର ମୁତାବକ, ଉଜୈନର ପାର୍ଶ୍ବନାଥ ସିଟିରେ ରହୁଥିବା ସୌରଭରାଜ ସୋନୀ ଚା’ ଦୋକାନ କରି ଚଳୁଥିଲେ । ପ୍ରତି ସୋମବାର ଭଳି ଗତକାଲି ମଧ୍ୟ ଦୀପାବଳି ଅବସରରେ ବାବା ମହାକାଳଙ୍କ ଭସ୍ମ ଆଳତି ଦର୍ଶନ ପାଇଁ ସାମିଲ ହୋଇଥିଲେ । ରାତି ୧ ଟାରେ ମନ୍ଦିର ପହଞ୍ଚିଥିଲେ । ହେଲେ ଭଗବାନଙ୍କୁ ଦର୍ଶନ କରିବା ପୂର୍ବରୁ ହାର୍ଟଆଟାକର ଶିକାର ହୋଇଥିଲେ । ୧ ନଂ ଗେଟ ନିକଟରେ ଅଚେତ ହୋଇ ପଡିଯାଇଥିଲେ । ତାଙ୍କ ସାଥୀ ଏବଂ ମନ୍ଦିର କର୍ମଚାରୀ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମହାକାଳଙ୍କ ଶରଣରେ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







