The Ultimate Managed Hosting Platform
ADVERTISEMENT

କାନ୍ଥ ପଡି ନାବାଳିକାର ଚାଲିଗଲା ଜୀବନ

Facebook
Twitter
LinkedIn

ଆନନ୍ଦପୁର : ଘର କାନ୍ଥ ଭୁଶୁଡି ଚାଲିଗଲା ନାବାଳିକାର ଜୀବନ । ୮ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଛି । କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛି ଭାଇ । ନନ୍ଦିପଦା ଥାନା ବଡରମ୍ଫାସ ଗାଁ ଘଟିଛି ଅଘଟଣ । ସୂଚନା ଅନୁଯାଇ ଗ୍ରାମର ନିରାକାର ସାହୁଙ୍କ ଝିଅ ସ୍ନେହଲତା ନିକଟସ୍ଥ ସ୍କୁଲରେ ୨ୟ ଶ୍ରେଣୀରେ ପଢେ । ସ୍ନେହଲତାର ବାପା ମୃତ୍ୟୁବରଣ ପରେ ଅଜା ଘରେ ରହୁଥିଲା । ଆଜି ବାର୍ଷିକ ପରୀକ୍ଷା ଦେବାକୁ ଯିବା ପାଇଁ ବାହାରୁ ଥିବା ବେଳେ ଅଚାନକ ତାଙ୍କ ଘରର ମାଟିକାନ୍ଥ ଭୁଶୁଡି ପଡ଼ିଥିଲା । ଚାଳଘର ଛପର ହେଉଥିବାରୁ ଭାଇ ଭଉଣୀ କାନ୍ଥ ତଳେ ଚାପି ହୋଇଯାଇଥିଲେ । ପରିବାର ଲୋକ ଏହା ଦେଖି ତୁରନ୍ତ ସେମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ୮ ବର୍ଷର ଝିଅ ସ୍ନେହଲତା ସାହୁକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଆହତ ପୁଅର ଚିକିତ୍ସା ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login