The Ultimate Managed Hosting Platform
ADVERTISEMENT

କଲମ୍ବୋରେ ପହଲଗାମ ଆକ୍ରମଣକାରୀ !

Facebook
Twitter
LinkedIn

ନୂଆଦିଲ୍ଲୀ ; ପହଲଗାମ ଆକ୍ରମଣକାରୀଙ୍କୁ ଧରିବାକୁ ଶ୍ରୀଲଙ୍କାରେ ତଲାସୀ । ଚେନ୍ନାଇରୁ କଲମ୍ବୋ ପହଁଚିଥିବା ଏକ ବିମାନରେ ଖାନ ତଲାସୀ । ୬ ଜଣ ସନ୍ଦିଗ୍ଧ ଥିବା ଗୁଇନ୍ଦା ସୂଚନା ଆଧାରରେ ଛାନଭିନ । ବିମାନ ଖାନତଲାସୀ କଥା ସ୍ୱୀକାର କଲା ଶ୍ରୀଲଙ୍କା ଏୟାରଲାଇନ୍ସ । ବିମାନ ଯାଞ୍ଚ ଯୋଗୁଁ ପରବର୍ତ୍ତୀ ଉଡାଣ ମଧ୍ୟ ବିଳମ୍ବ । ଭାରତୀୟ ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ବିମାନ ଅବତରଣ କରିବା ମାତ୍ରକେ ଖାନତଲାସି କରାଯାଇଛି । କଲମ୍ବୋର ଆଜି ସକାଳ ୧୧.୫୦ରେ ଅବତରଣ କରିଥଲା ଶ୍ରୀଲଙ୍କା ଏୟାରଲାଇନ୍ସର ବିମାନ ୟୁଏଲ ୧୧୨ । ବିମାନରେ ଜଣେ ସନ୍ଦିଗ୍ଧ ଥିବା ନେଇ କଲମ୍ବୋ ବିମାନବନ୍ଦରକୁ ସୂଚନା ଦେଇଥିଲା ଚେନ୍ନାଇ କଣ୍ଟ୍ରୋଲ ରୁମ । ତେବେ ଘଟଣାକୁ ନେଇ ଅଧିକ ସୂଚନା ମିଳିପାରିନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login