The Ultimate Managed Hosting Platform
ADVERTISEMENT

କମୁନାହିଁ ଆଳୁ ଦର , ଏବେ ବି ୪୦-୪୫ ଟଙ୍କାରେ ହେଉଛି ବିକ୍ରି । ଚିନ୍ତାରେ ଖାଉଟି

Facebook
Twitter
LinkedIn

ଭୁବନେଶ୍ୱର : କମୁନାହିଁ ଆଳୁ ଦର , ଏବେବି ଚିନ୍ତାରେ ଖାଉଟି । ଖୁଚୁରା ବଜାରରେ ଆଳୁ ଦର ଏବେ ବେ ୪୦-୪୫ ଟଙ୍କାରେ ବିକ୍ରି ହେଉଛି । ସପ୍ତାହେ ପରେ ହେଲାଣି ତଥାପି କମୁନି ଦର । ଏଭଳି ଦର ଦାମ ବୃଦ୍ଧି ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଛି । ଏଭଳି ସ୍ଥିତିରେ ଦର ୩୨ ଟଙ୍କାରେ ବିକ୍ରି ପାଇଁ ମନ୍ତ୍ରୀଙ୍କ ତାଗିଦ ପରେ ବି ଏହାକୁ ମାନିବାକୁ ନାରାଜ ଖୁଚୁରା ବ୍ୟବସାୟୀ । ଅନ୍ୟପଟେ ପଶ୍ଚିମବଙ୍ଗରୁ ଏପର୍ଯ୍ୟନ୍ତ ଯୋଗାଣ ସ୍ୱାଭାବିକ ହୋଇ ପାରୁନି । ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ପଶ୍ଚିମବଙ୍ଗରେ ।ଳୁ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ରହିଛି । ଏହି ହିସାବରେ ଓଡିଶାରେ ମାର୍କେଟ ଦର ୩୨ ଟଙ୍କା ହେବା କଥା । ହେଲେ ଖୁଚୁରା ବ୍ୟବସାୟୀ ଅଧିକ ଦରରରେ ଆଳୁ ବିକୁଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login