The Ultimate Managed Hosting Platform
ADVERTISEMENT

କନ୍ଦାଉଛି ପିଆଜ, ଉପରମୁହାଁ ଦର । ଅସନ୍ତୋଷ ଖାଉଟି

Facebook
Twitter
LinkedIn

କଟକ : ଆଳୁ ପରେ ଏବେ ପିଆଜ ଚଡକ । ଦର ବଢୁଛି ଖାଉଟିଙ୍କ ଭିତରେ ଅସନ୍ତୋଷ । ରାଜ୍ୟରେ ଆଳୁ ଦର ବୃଦ୍ଧି ପରେ ଏବେ ଉପରମୁହାଁ ପିଆଜ ଦର । ପିଆଜର ଖୁଚୁରା ଦର କିଲୋ ପିଛା ୫୦ ଟଙ୍କା ରହିଛି । ସ୍ଥିତିରେ ତୁରନ୍ତ ସୁଧାର ନଆସିଲେ ପିଆଜ ଦର ଶହେ ଛୁଇଁବାକୁ ବେଶୀ ଦିନ ଲାଗି ନ ପାରେ । ନାସିକରୁ ପିଆଜ କମ ଆସୁଥିବାରୁ ଦର ଅଧିକ ରହୁଛି ବୋଲି କହିଛନ୍ତି ବ୍ୟବସାୟୀ । ଆଗକୁ ପିଆଜ ଆମଦାନୀ କମିଲେ ଦର ଆହୁରି ବଢିପାରେବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି । ଗରିବ ଓ ମଧ୍ୟବିତ୍ତଙ୍କୁ ଆଳୁ ପରେ କନ୍ଦାଉଛି ପିଆଜ । ପଖାଳ କଂସାରୁ ଆଳୁ ପରି ଗାଏବ ହେଉଛି ପିଆଜ । ଆଳୁ ୪୦କୁ ପିଆଜ ୫୦ ହେଲେ କିଣିବାକୁ ନାହାନ୍ତି ଗ୍ରାହକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login