The Ultimate Managed Hosting Platform
ADVERTISEMENT

କନିଷ୍ଠ ଯନ୍ତ୍ରୀ ପଦରେ ବି-ଟେକ୍ ଛାତ୍ରଙ୍କୁ ସୁଯୋଗ ଦିଆଯାଉ

Facebook
Twitter
LinkedIn

ବ୍ରହ୍ମପୁର : ନିକଟରେ ରାଜ୍ୟ ସରକାରଙ୍କର ଓଏସଏସସି ପକ୍ଷରୁ ୧0୫୧ କନିଷ୍ଠ ଯନ୍ତ୍ରୀ ପଦପାଇଁ ପିଯୁକ୍ତି ଵିଜ୍ଞାପନ ପ୍ରକାଶ ପାଇଛି | ଏହି ପଦପାଇଁ ସର୍ବନିମ୍ନ ଯୋଗ୍ୟତା ଡିପ୍ଲୋମା ଇନ୍ ସିଭିଲ ଇଞ୍ଜିନିୟରିଂ ରଖାଇଯାଇଛି | ତେବେ କେବଳ ଡିପ୍ଲୋମା ନୁହେଁ ସିଭିଲ ଇଞ୍ଜିନିୟରିଂରେ ବି-ଟେକ୍ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ପଦରେ ଆବେଦନ କରିବାକୁ ସୁଯୋଗ ଦିଆଯାଉବୋଲି ବିଭିନ୍ନ ମହଲରେ ଦାବି ହୋଇଛି | ରାଜ୍ୟରେ ପ୍ରତିବର୍ଷ ୧0 ହଜାର ରୁ ଅଧିକ ଛାତ୍ରଛାତ୍ରୀ ବି-ଟେକ୍ ପାସ୍ କରୁଥିବା ବେଳେ ସେହି ଅନୁସାରେ ସେହିପରି ସରକାରୀ ପଦପଦବୀରେ ନିଯୁକ୍ତି ମିଳୁନାହିଁ | ତେଣୁ ରାଜ୍ୟ ସରକାର ଏହି ୧0୫୧ ପଦ ପାଇଁ ବି-ଟେକ୍ ପାସ୍ କରିଥିବା ଛାତ୍ରଙ୍କୁ ସୁଯୋଗ ଦେବାକୁ ଦାବି ହୋଇଛି | କେନ୍ଦ୍ର ସରକାରଙ୍କ ଷ୍ଟାଫ ସିଲେକସନ କମିଶନ ଆରଆରବି ସହ ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଭଳି ରାଜ୍ୟରେ କନିଷ୍ଠ ଯନ୍ତ୍ରୀ ପଦ ପାଇଁ ବି-ଟେକ୍ ସିଭିଲ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଉଥିବାବେଳେ ଓଡିଶା ସରକାର ମଧ୍ୟ ସେ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟର ମଞ୍ଜୁରୀ । ବନ୍ଦୀ ହୋଇ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଅନୁମୋଦନ । ୭୨ ଘଣ୍ଟା...

ADVERTISEMENT
ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା; ପାଣିପାଗ ବିଭାଗ

ପୁଣି ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ , ୧୨ ଯାଏଁ ବର୍ଷା ଜାରି

ଭୁବନେଶ୍ୱର : ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ...

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ଇସଲାମବାଦ : ପାକିସ୍ତାନରେ 3G/4G ଇଣ୍ଟରନେଟ ସେବା ବନ୍ଦ । ଇସଲାମବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ ବନ୍ଦ । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି...

Login